ଧଣ୍ଡି
ଦେଖଣା
ଧଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଦଣ୍ଡ)
[ସମ୍ପାଦନା]- ୧. ଝଣ୍ଡା; ଲମ୍ୱ ବାଉଁସ ଉପରେ ଲଗା ଯିବା ପତାକା —୧. Flage attached to a big pole.
- ୨. କ୍ଷେତ୍ରାଦି ମାପିବା ସମୟରେ ଚେନ୍ ଯେଉଁ ବାଟେ ନିଆଯାଏ ତହିଁରେ ନିଦର୍ଶନରୂପ ଭୂମିରେ ଅଙ୍କିତ ଗାର — ୨. A chain-line in a surveying.
- ୩. ଦୁଇ ସ୍ଥାନ ବା ମଉଜା ବା କ୍ଷେତ୍ର ମଧ୍ୟରେ ଥିବା ସୀମା ଚିହ୍ନିତ କରିବା ରେଖା —୩. Boundary-line drawn between twon plots of land or between ୨ villages.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଭଣ୍ଡି— (ଦେଖ) - Dhaṇḍi (See)