ଧନପ୍ରିୟ

ଉଇକିଅଭିଧାନ‌ରୁ

ଧନପ୍ରିୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନପ୍ରିୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ; ଧନ ଅଟେ ପ୍ରିୟ ଯାହାର)[ସମ୍ପାଦନା]

୧. ଯେ ଧନକୁ ଅତି ପ୍ରିୟ ବସ୍ତୁ ବୋଲି ମନେ କରେ —୧. Loving wealth; very fond of wealth.
୨. ଲୋଭୀ — Avaricious.