ଧନବାନ୍

ଉଇକିଅଭିଧାନ‌ରୁ

ଧନବାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧନ+ବତ୍—ଧନବତ୍ ଶଦ୍ଦ;୧ମା. ୧ବ.)[ସମ୍ପାଦନା]

୧. ଐଶ୍ୱର୍ଯ୍ୟଶାଳୀ. ଧନୀ —୧. Rich; affluent.
୨. ମହାଜନ; କୃଷି ଓ ବାଣିଜ୍ୟାଦିରେ ଯେ ଧନ ପ୍ରୟୋଗ କରେ —୧. Investing money in business, agriculture etc.