Jump to content

ଧନବିଜ୍ଞାନ

ଉଇକିଅଭିଧାନ‌ରୁ

ଧନବିଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ଆଧୁନିକ ପାରିଭାଷିକ ଶଦ୍ଦ)

[ସମ୍ପାଦନା]

ଅର୍ଥବିଜ୍ଞାନ; ଅର୍ଥନିତି; ରାଜ୍ୟରେ ସମାଜରେ କି କି ଉପାୟଦ୍ୱାରା ଧନବୃଦ୍ଧି ହୁଏ ଏ ବିଷୟ ଯେଉଁ ଶାସ୍ତ୍ରରେ ଆଲୋଚିତ ହୋଇଥାଏ —Political economy; economics.