ଧନବିଭାଗ

ଉଇକିଅଭିଧାନ‌ରୁ

ଧନବିଭାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍, ଧନ+ବିଭାଗ)[ସମ୍ପାଦନା]

୧. ଅଂଶିଦାରମାନଙଅକ ମଧ୍ୟରେ ସମ୍ପତ୍ତିର ବଣ୍ଟନ; ବଣ୍ଟରା —୧. Partition of propetry amongst the cosharers.
୨. ଉତ୍ତରାଧୀକାରୀ ମାନଙ୍କ ମଧ୍ୟରେ ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିର ବଣ୍ଟନ — ୨. Partition of heritage amongst the heirs.