ଧନହୀନ

ଉଇକିଅଭିଧାନ‌ରୁ

ଧନହୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନହୀନା—ସ୍ତ୍ରୀ) 

(ଧନହୀନତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଧନ+ହୀନ)[ସମ୍ପାଦନା]

ନିର୍ଦ୍ଧନ; ଦରିଦ୍ର; ଗରିବ —Poor; indigent.