Jump to content

ଧନାକାକ୍ଷା

ଉଇକିଅଭିଧାନ‌ରୁ

ଧନାକାକ୍ଷା

ଉଚ୍ଚାରଣ

[ସମ୍ପାଦନା]

(ଧନାକାକ୍ଷୀ—ବିଣ)

(ଧନାକାକ୍ଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଧନ+ଆକାକ୍ଷା; ୪ର୍ଥୀ ବା ୬ଷଷ୍ଠୀ ତତ୍)

[ସମ୍ପାଦନା]

ଧନ ପାଇବାର ଇଚ୍ଛା; ଧନ କାମନା — Wish to get wealth or riches.