Jump to content

ଧନାଗମ ତୃଷା

ଉଇକିଅଭିଧାନ‌ରୁ

ଧନାଗମ ତୃଷା

ଉଚ୍ଚାରଣ

[ସମ୍ପାଦନା]

(ଧନାଗମ ତୃଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍;ଧନ+ଆଗମ+ତୃଷା)

[ସମ୍ପାଦନା]

ଉପାର୍ଜ୍ଜନ କରିବାର ବଳବତୀ ଇଚ୍ଛା — Thirst for acquisition of wealth.