ଧନାଢ଼୍ୟ

ଉଇକିଅଭିଧାନ‌ରୁ

ଧନାଢ଼୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନାଢ଼୍ୟା—ସ୍ତ୍ରୀ) 

(ଧନାଢ଼୍ୟତା—ବି)

ସଂସ୍କୃତ - ବିଶେଷଣ - ପୁ. (୩ୟା ତତ୍; ଧନ+ଆଢ୍ୟ)[ସମ୍ପାଦନା]

ମହାଧନୀ; ବିଭବଶାଳୀ; ବଡ଼ଲୋକ — Affluent; wealthy; opulent.

ଧନାତ୍ୟ ବୋଲି ଏ ବିୟଳେ ଯେ ନିତ୍ୟେ ଇଷ୍ଟଧର୍ମ ପାଳେ—ଜଗନ୍ନାଥ, ଭାଗବତ