ଧନାତ୍ମକ

ଉଇକିଅଭିଧାନ‌ରୁ

ଧନାତ୍ମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଋଣାତ୍ମକ—ବିପରୀତ)

ଦେଶଜ - ବିଶେଷଣ - (ଗଣିତ ଓ ବିଜ୍ଞାନପରିଭାଷା)[ସମ୍ପାଦନା]

୧. (ଗଣିତ) ଯୋଗଚିହ୍ନସୂଚକ — ୧. (mathematics) Indicating a positive number.

[ଦ୍ରଷ୍ଟବ୍ୟ —ଧନାତ୍ମକ ଚିହ୍ନ+; ଋଣାତ୍ମକଚିହ୍ନ—]

୨. (ବିଜ୍ଞାନ) ସତ୍ତାତ୍ମକ (ବିଦ୍ୟୁତ୍) — ୨. (Physics) Positive (electricity).