Jump to content

ଧନାଧିକୃତ

ଉଇକିଅଭିଧାନ‌ରୁ

ଧନାଧିକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧନ+ଅଧିକୃତ)

[ସମ୍ପାଦନା]

ଧନରକ୍ଷାର ଭାରପ୍ରାପ୍ତ— (ଜ୍ଞାନେନ୍ଦ୍ର) — Charged with the custody of wealth.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧନାଧ୍ୟକ୍ଷ; ଖାଜାଞ୍ଚି— (ଜ୍ଞାନେନ୍ଦ୍ର) — Treasurer.