ଧନାଧିପ
ଦେଖଣା
ଧନାଧିପ
ଉଚ୍ଚାରଣ
[ସମ୍ପାଦନା](ଧନାଧିପତି, ଧନାଧୀଶ—ଅନ୍ୟରୂପ)
(ଧନାଧିପା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (୬ଷଷ୍ଠୀ ତତ୍; ଧନ+ଅଧିପ)
[ସମ୍ପାଦନା]ମହାଧନୀ — Opulent; very rich.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୁବେର — ୧. Kubera.
- ୨. (ଜ୍ୟୋତିଷ) ଲଗ୍ନର ୨ୟ ସ୍ଥାନରେ ଥିବା ଗ୍ରହ — ୨. (astrology) The planet presiding over the second mansion (counted from the Lagna) in a person's horoscope.