Jump to content

ଧନାଶେଠ

ଉଇକିଅଭିଧାନ‌ରୁ

ଧନାଶେଠ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଧନାଢ଼୍ୟ+ଶ୍ରେଷ୍ଠୀ)

[ସମ୍ପାଦନା]
୧. ମହାଧନୀ ବଣିକ୍ —୧. A very rich merchant.
୨. (ବ୍ୟଙ୍ଗ୍ୟ) ଅସଂଭାବିତ ରୂପେ ଧନୀ ବ୍ୟକ୍ତି — ୨. (ironical) fabulously rich person.