Jump to content

ଧନି

ଉଇକିଅଭିଧାନ‌ରୁ

ବିଶେଷଣ (ଗ୍ରାମଜ)

[ସମ୍ପାଦନା]
  • ଧନ୍ୟ
  • ରସିକ ପୁରୁଷ
  • ନାଗରୀ; ରସିକା ସ୍ତ୍ରୀ
  • ଚତୁରା ସ୍ତ୍ରୀ
  • ଯୁବତୀ
  • ସୁନ୍ଦରୀ
  • ଧନେଶ୍ଵର ଓ ଧନେଶ୍ଵରୀର ଡାକନାମଧନି

ଉଚ୍ଚାରଣ

[ସମ୍ପାଦନା]

(ଧନିଆ; ଧନିଆଁ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଧନ୍ୟ)

[ସମ୍ପାଦନା]

ଧନ୍ୟ — Praiseworthy.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧନୀ)

[ସମ୍ପାଦନା]
୧. (ପୁଂ.) ରସିକ ପୁରୁଷ —୧. A gallant; a beau.
୨. (ସଂସ୍କୃତ - ଧନିକା=ଯୁବତୀ)—ନାଗରୀ; ରସିକା ସ୍ତ୍ରୀ — ୨. A jilt; a first.
୩. ଚତୁରା ସ୍ତ୍ରୀ —୩. A clever woman.
୪. ଯୁବତୀ —୪. A young woman.
୫. ସୁନ୍ଦରୀ —୫. A graceful lady.


୬. (ପୁଂ. ଓ ସ୍ତ୍ରୀ) ଧନେଶ୍ୱର ଓ ଧନେଶ୍ୱରୀର ଡାକନାମ — ୬. A name by which persons named Dhaneṡwara and Dhaneṡwarī are called.

ଦେଶଜ - ଅ. ପୁଂ. ଓ ସ୍ତ୍ରୀ

[ସମ୍ପାଦନା]

[ସ୍ନେହ ପାତ୍ର (ପୁରୁଷ ଓ ସ୍ତ୍ରୀ) ପ୍ରତି ସଂବୋଧନ] ===

ହେ ଧନ! ହେ ପ୍ରିୟତମ! —Oh Dear!