ଧନିଷ୍ଠା
ଦେଖଣା
ଧନିଷ୍ଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧନିଷ୍ଠା
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ତ୍ରୟୋବିଂଶ ନକ୍ଷତ୍ର — The twenty third asterism.
[ଦ୍ରଷ୍ଟବ୍ୟ —ଏ ନକ୍ଷତ୍ରରେ ଜନ୍ମିବା ଲୋକ ସଦାଚାର ଓ ଭାଗ୍ୟବାନ୍, ଦୀର୍ଘ— କାୟ, କାମାତୁର, କଫଯୁକ୍ତ, ଶାସ୍ତ୍ର— ବେତ୍ତା ଓ କୀର୍ତ୍ତିମାନ୍ ହୁଏ]
ନକ୍ଷତ୍ର ତଳେ ନୋଟ୍ (ଦେଖ) - (See notes under Nakshatra)
ଦେଶଜ - ବିଶେଷଣ -
[ସମ୍ପାଦନା]ଭାଗ୍ୟବନ୍ତ —Fortunate; lucky.
ବିଯୋଗିଲେ ଚନ୍ଦ୍ର ଦୀପ୍ୟମାନ କୁମ୍ଭରାଶି ବନ୍ଧୁରତାରେ ଧନିଷ୍ଠା ହୋଇ ପରଶଂସୀ ଭଞ୍ଜ. ବୈଦେହୀଶବିଳାସ