Jump to content

ଧନୁକଧାରୀ

ଉଇକିଅଭିଧାନ‌ରୁ

ଧନୁକଧାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧନୁର୍ଦ୍ଧର)

[ସମ୍ପାଦନା]
୧. ଧନୁର୍ଦ୍ଧର — ୧. Armed with bow; carrying a bow.
୨. ଧୁରନ୍ଧର (ଦେଖ) - —୨. Dhurandhara (See)

ଦେଶଜ - ବିଶେଷ୍ୟ - (ରାମଚନ୍ଦ୍ର ଧନୁର୍ଦ୍ଧର ଥିବାରୁ)

[ସମ୍ପାଦନା]

ରାମାବତାର — ୩. The incarnation of Bishṇu in Rāmachandra.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁସ୍ଥାନୀ ବାବାଜୀ — Name of a class of itinerant ascetics who come from North India.

[ଦ୍ରଷ୍ଟବ୍ୟ — ଏମାନେ ଭାର ଘେନି ନାଲି ଚୋଗା ଗଳାଇ ଗ୍ରାମ ଗ୍ରାମ ବୁଲି "ସୀତାରାମ୍ ଧନୁକ୍ଧାରୀ" ବୋଲି ବୋଲି ଭିଖ ମାଗନ୍ତି]