ଧନୁତିରି

ଉଇକିଅଭିଧାନ‌ରୁ

ଧନୁତିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧନୁନ୍ତରି, ଧନୁନ୍ତିରିଅନ୍ୟରୂପ

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଧନ୍ୱନ୍ତୁରି)[ସମ୍ପାଦନା]

୧. ସ୍ୱର୍ଗ ବୈଦ୍ୟ — ୧. The physician of the Gods.
୨. କର୍ତ୍ତୃଣ (ଦେଖ) - ୨. Kattṛuṇa (See)

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଘାସ; ଏଥିର ପତ୍ରରେ ଲେମ୍ୱୁର ଗନ୍ଧ ଅଛି ଗୋରୁମାନଙ୍କ ଅଜୀର୍ଣ୍ଣ ହେଲେ ଏହା ଔଷଧରୂପରେ

ବ୍ୟବହୃତ ହୁଏ ଏ ଘାସରୁ ଏକପ୍ରକାର ଲେମ୍ୱୁ ଚୋପାର ଗନ୍ଧଯୁକ୍ତ ତୈଳ ବାହାରେ]