ଧନୁର୍ଗୁଣ

ଉଇକିଅଭିଧାନ‌ରୁ

ଧନୁର୍ଗୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+ଗୁଣ)[ସମ୍ପାଦନା]

୧. ଧନୁର ଦଉଡ଼ି; ଜ୍ୟା — ୧. Bow-string.
୨. (ଜ୍ୟାମିତି) ବୃତ୍ତଖଣ୍ଡର ଅଗ୍ରଭାଗ ସଂଯୋଜକ ରେଖା; ଜ୍ୟା — ୨. (geometry) Chord of an arc.