ଧନୁଷ୍ଟଙ୍କାର

ଉଇକିଅଭିଧାନ‌ରୁ

ଧନୁଷ୍ଟଙ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+ଟଙ୍କାର)[ସମ୍ପାଦନା]

୧. ଧନୁର ଜ୍ୟା ଆକର୍ଷଣର ଶବ୍ଦ — ୧. The twang of a bow.
୨. ବାତରୋଗବିଶେଷ —୨. Tetanus; spasms.

[ ଦ୍ର—ଏହି ରୋଗଗ୍ରସ୍ତ ବ୍ୟକ୍ତିର ଶରୀର ଦ୍ରୁତାକ୍ଷେପଦ୍ୱାରା ଧନୁପରି ବକ୍ର ହୋଇଯାଏ]