ଧନ୍ତିରି

ଉଇକିଅଭିଧାନ‌ରୁ

ଧନ୍ତିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନ୍ତିରି—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଧନ୍ୱନ୍ତରୀ)[ସମ୍ପାଦନା]

ଧୁରନ୍ଧର; ପ୍ରବୀଣ —Expert.

(ଯଥା—ସେ ଖାଇବା ବିଷୟରେ ଧନ୍ତିରି)

ବିଶେଷ୍ୟ -[ସମ୍ପାଦନା]

ଧନୂତରି (ଦେଖ) - —Dhanutari (See)