Jump to content

ଧନ୍ଦକା

ଉଇକିଅଭିଧାନ‌ରୁ

ଧନ୍ଦକା

ଉଚ୍ଚାରଣ

[ସମ୍ପାଦନା]

(ଧନ୍ଦକି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱନ୍ଦ)

[ସମ୍ପାଦନା]
୧. ଛାନିଆ; ବିଷମ ସମସ୍ୟାରେ ପଡ଼ିବା ଲୋକର ଘଟିବା କିଂତର୍ତ୍ତବ୍ୟବିମୂଢ଼ତା — ୧. Bewilderment.
୨. କାର୍ଯ୍ୟବ୍ୟସ୍ତତା; ଜଞ୍ଜାଳ — ୨. Press of work.
୩. ଗୋଲକଧନ୍ଦା —୩. Puzzle; labyrinth.
୪. ଦୃଷ୍ଟିଭ୍ରମ —୪. Mistiness of eyesight.
୫. ସନ୍ଦେହ —୫. Doubt; hesitation.