ଧନ୍ଦି ମରିବା

ଉଇକିଅଭିଧାନ‌ରୁ

ଧନ୍ଦି ମରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନ୍ଦିହୋଇ ମରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

ବ୍ୟତିବ୍ୟସ୍ତ ହେବା — To be in a bustle.

ଧନ୍ଦି ମରନ୍ତି ଗୃହଧର୍ମେ ନାନାପ୍ରକାରେ ମନ ଭ୍ରମେ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ