ଧନ୍ୟା

ଉଇକିଅଭିଧାନ‌ରୁ

ଧନ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଧନ୍ ଧାତୁ=ଉତ୍ପନ୍ନ ହେବା+କର୍ତ୍ତୃ. ଯ+ଆ)[ସମ୍ପାଦନା]

ଧଣିଆ (ଦେଖ) - —Dhaṇiā(See)

ସଂସ୍କୃତ - ବିଶେଷଣ - ସ୍ତ୍ରୀ.—(ଧନ୍ୟ+ସ୍ତ୍ରୀ. ଆ)[ସମ୍ପାଦନା]

ଧନ୍ୟାର ସ୍ତ୍ରୀଲିଙ୍ଗ — Feminine of Dhanya.