ଧନ୍ୱୀ
ଦେଖଣା
ଧନ୍ୱୀ
ଉଚ୍ଚାରଣ
[ସମ୍ପାଦନା](ଧନ୍ୱିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଧନ୍ୱିନ୍; ଧନ୍ୱ+ଅସ୍ତ୍ୟଥେ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଧନୁର୍ଦ୍ଧାରୀ —୧. Armed with a bow.
- ୨. ବିଦଗ୍ଧ; ଚତୁର; ନିପୁଣ — ୨. Clever; skilful.
- ୩. ବିଶାରଦ; ପଣ୍ଡିତ —୩. Learned; accomplished.
ବିଶେଷ୍ୟ -
[ସମ୍ପାଦନା]- ୧. ଅର୍ଜ୍ଜୁନ — ୧. Arjuna; the ୩rd Pāṇḍaba brother.
- ୨. ଧନୁର୍ଦ୍ଧାରୀ ଯୋଦ୍ଧା —୨. Archer; bowman.
- ୩. ଅର୍ଜୁନ (ଗଛ) (ଦେଖ) - —୩. Arjuna (See)
- ୪. ବକୁଳ (ଦେଖ) - —୪. Bakuḻa (See)
- ୫. ଦୁରାଲଭା (ଦେଖ) - —୫. Durālabhā (See)
- ୬. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) (ରାମାବତାରରେ ଧନୁର୍ଦ୍ଧର ଥିବାରୁ ଓ ଗାଣ୍ଡିବ ଧନୁର ଅଧିକାରୀ ଥିବାରୁ) — ୬. Bishṇu.
- ୭. ଶିବ (ହିନ୍ଦୀ - ଶବ୍ଦସାଗର) (ପିନାକ ଧନୁର ଅଧିକାରୀ ଥିବାରୁ) —୭. God Ṡiba.
- ୮. (ନାମ) ତାମସ ମନୁଙ୍କର ଏକ ପୁତ୍ର — ୮. The name of a son of Tāmasa Manu.