Jump to content

ଧନ ପିଶାଚ

ଉଇକିଅଭିଧାନ‌ରୁ

ଧନ ପିଶାଚ

ଉଚ୍ଚାରଣ

[ସମ୍ପାଦନା]
(ଧନପିଶାଚୀ; ଧନପିଶାଚିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ରୂପକ)

[ସମ୍ପାଦନା]

ଲାଭ ବାସନାଚ ଧନରୂପ ରାକ୍ଷସଚ ଲୋଭ; ଧନତୃଷ୍ଣା — The demon of wealth; mammon.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଧନଲୋଭୀ —୧. Avaricious.
୨. କୃପଣ —୨. Miserly