ଧନ ସ୍ୱାମୀ

ଉଇକିଅଭିଧାନ‌ରୁ

ଧନ ସ୍ୱାମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନସ୍ୱାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସଂସ୍କୃତ - ଧନ+ସ୍ୱାମିନ୍; ୧ମା. ୧ବ.)[ସମ୍ପାଦନା]

୧. ଧନପତି; ଧନର ମାଲିକ — ୧. Owner of riches.
୨. କୁବେର —୨. The Hindu God of riches.
୩. ଯେଉଁ ବ୍ୟକ୍ତିଙ୍କ ମୂଳଧନରେ କୌଣସି ବ୍ୟବସାୟ ଆଦି ଚଳେ —୩. A capitalist.