Jump to content

ଧପାଡ଼ି

ଉଇକିଅଭିଧାନ‌ରୁ

ଧପାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଧପ୍ପାଡ଼ି, ଧପାଡ଼ିଆ; ଧପ୍ପାଡ଼ିଆ, ଧପାଦିଆ; ଧପ୍ପାଦିଆ, ଧପାମରା, ଧପ୍ପାମରା, ଧପାବାଜ୍ଅନ୍ୟରୂପ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଭଣ୍ଡ; ପ୍ରତାରକ — ୧. Swindling; deceitful.
୨. ଯେଉଁବ୍ୟକ୍ତି କୌଣସି କାର୍ଯ୍ୟ କରିବ କରିବ ବୋଲି କହି ଦମ୍ଦିଲାସା ଦିଏ —୨. Putting off a matter on various excuses.