ଧପେଇବା
ଦେଖଣା
ଧପେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧପେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଠକାଇବା — ୧. The swiṅdle; to deceive.
- ୨. ଭଣ୍ଡିବା —୨. To put off.
- ୩. ଆଖିରେ ଧୂଳି ପକାଇବା — ୩. To throw dust over one's eyes.
(ଧପା ଦେବା, ଧପ୍ପାଦେବା,ଧପା ମାରିବା,ଧପ୍ପା ମାରିବା, ଧପାଙ୍ଗିମାରିବା, ଧପ୍ପାଙ୍ଗି ମାରିବା, ଧପାଙ୍ଗି ବତା(ତେ)ଇବା,ଧପ୍ପାଙ୍ଗି ବତା (ତେ)ଇବା —ଅନ୍ୟରୂପ)