Jump to content

ଧପ୍ଧପ୍

ଉଇକିଅଭିଧାନ‌ରୁ

ଧପ୍ଧପ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.

[ସମ୍ପାଦନା]
୧. ଆଲୁଅ ଅସ୍ଥିର ଭାବରେ ଜଳିବା ଓ ଲିଭିବା ପ୍ରକାରେ — ୧. In a flickering manner; in a twinkling manner.

ଧପ ଧପ ହୋଇ ପ୍ରାଚୀ ମୂଳେ, ଧପ ଧପ ଜଳେ ଜହର ଅନଳ କରାଳ ବଦନ କରି ବ୍ୟାଦାନ ନନ୍ଦକିଶୋର କୃଷ୍ଣକୁସାରୀ

୨. ଧପ୍ଧାପ୍ (ଦେଖ) - — ୨. Dhap-dhāp (See)

ପଦାତିମାନେ ଧପଧପ ଯିବା ଘାତେ, ତାପ ଲଭିଣ ମହୀ କମ୍ପିରା ନିରତେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

୪. ଚକ୍ ଚକ୍ —୪. Glitteringly.

ଧପ ଧପ ହୋଇ ପ୍ରାଚୀମୂଳେ ଊର୍ମିମାଳୀ ରତ୍ନାକର ରାଧାନାଥ. ପାର୍ବତୀ

୫. କଠିନ ଭୂମିରେ ଜୋର୍ରେ ଚାଲିବା ସମୟରେ ପାଦର ଶବ୍ଦ —୫. The thud of food steps on firm ground.