Jump to content

ଧପ୍ ଧାପ୍

ଉଇକିଅଭିଧାନ‌ରୁ

ଧପ୍ ଧାପ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଧପାଧପ୍—ଅନ୍ୟରୂପ)

ଦେଶଜ - ଅ

[ସମ୍ପାଦନା]
୧. ଶୀଘ୍ର ଶୀଘ୍ର — ୧. Quickly.
୨. ଗୋଟିଏ କଠିନ ବସ୍ତୁ ଅନ୍ୟ ଗୋଟିଏ କୋମଳ ବସ୍ତୁରେ ଉପର୍ଯ୍ୟୁପରି ଆଘାତ କରିବାର ଶବ୍ୟ — ୨. Thumping sound; the sound of a heavy and thing falling on a soft surface.

[ଦ୍ରଷ୍ଟବ୍ୟ —ତକିଆରେ ବିଧା ମାରିବା, ପାଦ ଭୂଇଁରେ ବାଡ଼େଇବା]

୩. ଦ୍ରୁତବେଗରେ ଭୂମିରେ ଚାଲିବାର ଶବ୍ଦ — ୩. Thumping sound of foot steps.