ଧପ ଧପ
ଦେଖଣା
ଧପ ଧପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧପ ଧପ
|
ଦେଶଜ - ଅ.
[ସମ୍ପାଦନା]- ୧. ଆଲୁଅ ଅସ୍ଥିର ଭାବରେ ଜଳିବା ଓ ଲିଭିବା ପ୍ରକାରେ — ୧. In a flickering manner; in a twinkling manner.
ଧପ ଧପ ହୋଇ ପ୍ରାଚୀ ମୂଳେ, ଧପ ଧପ ଜଳେ ଜହର ଅନଳ କରାଳ ବଦନ କରି ବ୍ୟାଦାନ ନନ୍ଦକିଶୋର କୃଷ୍ଣକୁସାରୀ
- ୨. ଧପ୍ଧାପ୍ (ଦେଖ) - — ୨. Dhap-dhāp (See)
ପଦାତିମାନେ ଧପଧପ ଯିବା ଘାତେ, ତାପ ଲଭିଣ ମହୀ କମ୍ପିରା ନିରତେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ
- ୪. ଚକ୍ ଚକ୍ —୪. Glitteringly.
ଧପ ଧପ ହୋଇ ପ୍ରାଚୀନମୂଳେ ଊର୍ମିମାଳୀ ରତ୍ନାକର ରାଧାନାଥ. ପାର୍ବତୀ
- ୫. କଠିନ ଭୂମିରେ ଜୋର୍ରେ ଚାଲିବା ସମୟରେ ପାଦର ଶବ୍ଦ —୫. The thud of food steps on firm ground.