Jump to content

ଧବ

ଉଇକିଅଭିଧାନ‌ରୁ
  • ପତି; ସ୍ଵାମୀ
  • ପ୍ରଭୁ
  • ମନୁଷ୍ୟ
  • ଧୂର୍ତ୍ତ ବ୍ୟକ୍ତି
  • ଧଅଧବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ପତି; ସ୍ୱାମୀ —୧. Husband.
୨. ପ୍ରଭୁ —୨. Lord; master.
୩. ମନୁଷ୍ୟ —୩. A man.
୪. ଧୃର୍ତ୍ତ ବ୍ୟକ୍ତି —୪. A knave; a cheat.
୫. ଧଅ (ଗଛ) (ଦେଖ) - —୫. Dha-a (tree) (See)

(୧+୫: )= ବିଂଶପାଣି ଭଣି ଈଶାନ କଲେଣି ଏ ବନେ କି ବସା ବୈଦେହୀ କହି ନ ବୁଝି କି ସେ ନୋହି ଧବରେ ଏ ଭାଷା ବୋଲେ ଲଙ୍କପତି ଏଥି ଗତାଗତି କରନ୍ତି ବୃକ୍ଷ କି ବଲ୍ଲରେ କହଇ ରାଘବଟି ସେହି ଭାଷିତ ଜାନକୀ ଭଞ୍ଜ. ବୈଦେହୀଶବିଳାସ

୬. (+ଭାବ. ଅ) କମ୍ପ —୬. Quacking; trembling.