ଧବଳମୟ ପୁରୀ
ଦେଖଣା
ଧବଳମୟ ପୁରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧବଳମୟ ପୁରୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ+ପୁର; +ପୁରୀ)
[ସମ୍ପାଦନା]ଅଟ୍ଟାଳିକାମୟ ସ୍ଥାନ—(କୋଠା ମାନ ଚୂନ ବୋଳାହୋଇ ଧବଳିତ ହୋଇଥିବାରୁ — A place full of (white) building or palaces.
(ଯଥା— ମୋ ହାତରେ ଦିନାକେତେ ରାଜ୍ୟର ଭାର ପଡ଼ିଲେ ମୁଁ ଏ ସ୍ଥାନକୁ ଧବଳମୟ ପୁରୀ ବନେଇ ଦିଅନ୍ତି )