Jump to content

ଧବଳା

ଉଇକିଅଭିଧାନ‌ରୁ

ଧବଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧବଳ+ଆ)

[ସମ୍ପାଦନା]

ଧଳା ଗାଈ — A white cow.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଧବଳର ସ୍ତ୍ରୀ ସ୍ତ୍ରୀଲିଙ୍ଗ — Feminine of Dhabaḻa.

ଦେଶଜ - ବିଶେଷଣ - (ସଂସ୍କୃତ - ଧବଳ)

[ସମ୍ପାଦନା]

ଧବଳ; ଧଳା —White.

ଦେଖ ଦେଖ ଗୋ ସୁନ୍ଦର ଗଳା, ସେ ତ କମ୍ୱୂର ପ୍ରାୟେ ଧବଳା—ପ୍ରାଚୀ. ରହସ୍ୟମଞ୍ଜରୀ