Jump to content

ଧବଳାଙ୍ଗ

ଉଇକିଅଭିଧାନ‌ରୁ

ଧବଳାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ଧବଳାଙ୍ଗୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଧବଳ+ଅଙ୍ଗ)

[ସମ୍ପାଦନା]

ଯାହାର ଶରୀର ଧଳା —Having a white body.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହଂସ —Swan.