Jump to content

ଧବଳୀକୃତ

ଉଇକିଅଭିଧାନ‌ରୁ

ଧବଳୀକୃତ

ଉଚ୍ଚାରଣ

[ସମ୍ପାଦନା]
(ଧବଳୀକୃତା—ସ୍ତ୍ରୀ) 

(ଧବଳୀକରଣ—ବି)

ସଂସ୍କୃତ - ବିଶେଷଣ - (ଧବଳ+ଅଦ୍ଭୁତ ତଦ୍ଭାବେ ଚ୍ୱି+କୃତ)

[ସମ୍ପାଦନା]

ଯାହା ପୂର୍ବେ ଧଳା ହୋଇ ନଥିଲା ପରେ ଧଳା ଧଳା କରା ଯାଇଛି —Made white; whitened.