Jump to content

ଧବଳେଶ୍ୱର

ଉଇକିଅଭିଧାନ‌ରୁ

ଧବଳେଶ୍ୱର

ଉଚ୍ଚାରଣ

[ସମ୍ପାଦନା]

ଧବଳେଶର, ଧବଳେଶର, ଧବଲେଶ୍ୱର ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ+ଈଶ୍ୱର)

[ସମ୍ପାଦନା]

କଟକ ନିକଟସ୍ଥ ମହାନଦୀ ଗର୍ଭସ୍ଥ ଆଠଗଡ଼ ରାଜ୍ୟର ଗୋଟିଏ ପାହାଡ଼ର ଉପରେ ଥିବା ଶିବଲିଙ୍ଗ — Name of an idol (Ṡiba)situated on a hillock on yhe bed of the Mahānadī river to the north west of the town of Cuttack.


[ଦ୍ରଷ୍ଟବ୍ୟ — ଏହା ଆଠଗଡ଼ ରାଜ୍ୟର ଅନ୍ତର୍ଗତ ଏ ସ୍ଥାନଟି ଅତି ମନୋହର ପ୍ରବାଦ ଅଛି ଯେ କୌଣସି ଭକ୍ତର ଆର୍ତ୍ତ ଡାକ ଶୁଣି ଏହି ଠାକୁର କଳା ବଳଦକୁ ଧଳା କରିଦେଇ, ତାହାକୁ ଆସନ୍ନ ବିପଦରୁ ରକ୍ଷା କରିଥିଲେ କାର୍ତ୍ତିକପୂର୍ଣ୍ଣିମା ସମୟରେ ଏଠାରେ ବହୁସହସ୍ର ଉତ୍କଳୀୟ, ବିଶେଷତଃ କଟକ ଜିଲ୍ଲା ଓ ଗଡ଼ଜାତର, ଯାତ୍ରୀ ଏକତ୍ର ହୋଇ ବଡ଼ଓଷା ବ୍ରତ କରନ୍ତି ଏହାଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାର ମଫସଲରେ ମଧ୍ୟରେ 'ବଡ଼ଓଷା' ବ୍ରତ କରାଯାଏ 'ବଡ଼ଓଷା'ର ପ୍ରସାଦ ମଣ୍ଡା ଓ ଖିରିସା ଏଠାରେ କବିବର ରାଧାନାଥଙ୍କ ପୁତ୍ର ଶଶିଭୁଷଣଙ୍କର ଖଣ୍ଡିଏ ନିଭୃତ କୁଟୀର ଅଛି ]