Jump to content

ଧବଳ କର

ଉଇକିଅଭିଧାନ‌ରୁ

ଧବଳ କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧବଳ+କର= କିରଣ)

[ସମ୍ପାଦନା]

ଚନ୍ଦ୍ର; ଇନ୍ଦୁ; ସିତାଶୁଂ —The moon.

ବଳ ପ୍ରହଳ ମୋର ଧବଳକର ପ୍ରାୟ କବଳ କର ସେ— ଭଞ୍ଜ. ବୈଦେହୀଶବିଳାସ