Jump to content

ଧବଳ ପକ୍ଷ

ଉଇକିଅଭିଧାନ‌ରୁ

ଧବଳ ପକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଧବଳ+ପକ୍ଷ)

[ସମ୍ପାଦନା]
୧. ଚାନ୍ଦ୍ର ମାସର ଶୁକ୍ଳପକ୍ଷ — ୧. The bright fortnight of a lunar month.
୨. ଧଳା ପର —୨. White mountain.
୩. (ବହୁବ୍ରୀହି; ଧବଳ ପକ୍ଷ ଯାହାର) ଧଳା ହଂସ ୩. Swan; white-winged gander.