ଧମ
ଦେଖଣା
ଧମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧ୍ମା ଧାତୁ= ଶବ୍ଦ କରିବା, ଅଗ୍ନି ସଂଯୋଗ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. କମାରଶାଳାରେ ଯେ ଭାତି ତାଏ — ୧. One who blows the bellows.
- ୨. ଯେ ଅଗ୍ନି ସଂଯୋଗ କରେ; ଯେ ନିଆଁ ଲଗାଏ — ୨. One's who kindles a fire.
- ୩. ଶଦ୍ଦ ଉତ୍ଥାଦନକାରୀ ବ୍ୟକ୍ତି — ୩. One who produces or markes a sound.
ଦେଶଜ - ବିଶେଷଣ - (ସଂସ୍କୃତ - ଅଧମର ବିପରୀତ)
[ସମ୍ପାଦନା]ଉତ୍ତମ ବ୍ୟକ୍ତି — A good person.
ଜାଣି ପଚାରେ ଧମ ; ନ ଜାଣି ନ ପଚାରେ ଅଧମ—ପ୍ରବଚନ