ଧମକ
ଦେଖଣା
ଧମକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଧ୍ମା ଧାତୁ+ଶବ୍ଦ କରିବା)
[ସମ୍ପାଦନା]କମାର — Black-smith.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ମା ଧାତୁ=ଶବ୍ଦ କରିବା)
[ସମ୍ପାଦନା]- ୧. ତର୍ଜନ; ଭୟ ପ୍ରଦର୍ଶନ —୧. Threat.
ଧମକ ସ୍ଫୁରଣ ହୁଅନ୍ତେ ତରୁଣ ଚରଣୁ ଅନ୍ୟକୁ ନ ଲଭି ଶରଣ ଗୋ—କବିସୂର୍ଯ୍ୟ. ସଙ୍ଗୀତ
- ୨. ଦମଦମ ହେବା; ଧକଧକ ହେବା —୨. Throbbing.
- ୩. ଛାତି ଦମଦମ ; ହୃତ୍କମ୍ପ — ୩. Palpitation of the heart.
- ୪. ଅଧିକାରପତ୍ର; ହୁକୁମନାମା — ୪. Order; order-slip.
- ୫. ଖୁବ୍ ଜୋର୍ —୫. Great force.
ଦେଶଜ - ଅ (ସବାରି ବେହେରାଙ୍କ ଡାକ)
[ସମ୍ପାଦନା]ବାଟରେ ଆଗରେ ଗର୍ତ୍ତ ଅଛି —(a_halloo of palki-bearers) There is a pit on the road.