Jump to content

ଧମକଧମା

ଉଇକିଅଭିଧାନ‌ରୁ

ଧମକଧମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧମକାଣ — ୧. Threatening.
୨. ଆଡ଼ମ୍ୱର ଦେଖାଇବା —୨. Making ado.
୩. (ସବାରି ଗଉଡ଼ଙ୍କ ଡାକ) ଅସମତଳ ବା ଗର୍ତ୍ତମୟ କଷ୍ଟପ୍ରଦ ମାର୍ଗ ପ୍ରତି ଲକ୍ଷ୍ୟ କରି ବେହେରାମାନଙ୍କ ଡାକ — ୩. A halloo of palki-bearers indicating that the road is very uneven or full of pits.