Jump to content

ଧମକିବା

ଉଇକିଅଭିଧାନ‌ରୁ

ଧମକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଧଡ଼କିବା; ଦମଦମ ହେବା — ୧. To throb; to palaitate.

(ଯଥା—ମୋ ମୁଣ୍ଡ ଧମକୁଛି )

୨. ବ୍ୟଥା କରିବା; ବଥାଇବା; ବ୍ୟଥାସହ ଶିରା ପ୍ରଭୃତିର ପଡ଼ିବା ଉଠିବା —୨. To throb; with aching.

(ଯଥା—ମୋ ମୁଣ୍ଡ ଧମକୁଛି)

୩. ଭୟତ୍ରସ୍ତ ହେବା —୩. To be alarmed or frightened; to be panic-struck (Howells).