Jump to content

ଧମକେଇବା

ଉଇକିଅଭିଧାନ‌ରୁ

ଧମକେଇବା

ଉଚ୍ଚାରଣ

[ସମ୍ପାଦନା]

ଧମକଦେବା, ଧମକକାଢ଼ିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଧ୍ମା ଧାତୁ= ଶଦ୍ଦ କରିବା)

[ସମ୍ପାଦନା]
୧. ପ୍ରହାରିଦିର ଭୟଦେଖାଇବା — ୧. To threaten.
୨. ଗାଳି ଦେବା — ୨. To rebuke; to scold.
୩. ଡରାଇବା —୩. To frighten.

ଧୁରନ୍ଧର ସେ ରଙ୍ଗିତେ, ଧରଷିଲୁ କେହି ସତେ; ଧମକାଇଲା ନାହିଁ କି କିଛି ଲାଜ କବିସୂର୍ଯ୍ୟ. କିଶୋରୀଚମ୍ପୁଧୂ. ଗୀତ

୪. (ଲକ୍ଷଣାର୍ଥ) ଲୋପ କରାଇବା — ୪. (fig) To cause to disapper.

ଧୃଚିକୁ ତୁ ସିନା ଧମକାଇ ଜାଣୁ କବିସୂର୍ଯ୍ୟ. ସଙ୍ଗୀତ