ଧମକ ଧମେଇବା
ଦେଖଣା
ଧମକ ଧମେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - . (ତୁଳନାକର; ହିନ୍ଦୀ - ଦମକ= ଔଜ୍ଜ୍ୱଲ୍ୟ)
[ସମ୍ପାଦନା]- ୧. ଚମକାଇବା — ୧. To cause to wince.
- ୨. ଚମକ ବା ଚାକଚକ୍ୟ ଦେଖାଇବା — ୨. To glitter.
- ୩. ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚଳନା କରିବା —୩. To show one's self off to advantage by moving the limbs.
- ୪. ଆଡ଼ମ୍ୱର ଦେଖାଇବା —୪. To make ado.
- ୫. (ଧ୍ୱନ୍ୟନୁକଣ)ଅଳଙ୍କାରଦିର ଝମ ଝମ ଶଦ୍ଦ କରିବା; ଚାକଚକ୍ୟ ଦେଖାଇ ଚାଲିବା —୫. To walk by producing tinkling sound of the ornaments or by showing off one's graces.
ଧନିଆ ଧମକ ଧମକେଇଲା ସାଉଁଳି ନାକରେ ଜାଉଁଳି ଗୁଣା ମାରି ତ ପକେଇଲା ଢଗ