Jump to content

ଧମଧମ୍

ଉଇକିଅଭିଧାନ‌ରୁ

ଧମଧମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ଧମ୍ଧମ୍ ଶବ୍ଦ କରି; ଦମଦମ — with thumping sounds.

ଢିଙ୍କି ପଡ଼େ ଧମଧମ, ସାହାବ ଚାକିରି ଭାରି କଠିଣ; ଝାଳ ବୁହେ ଗମଗମ ଢଗ