ଧମନ
ଦେଖଣା
ଧମନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧ୍ମା ଧାତୁ=ଶବ୍ଦ କରିବା;ଫୁଙ୍କିବା+କରଣ .ଅନ)
[ସମ୍ପାଦନା]- ୧. ନୀଳ —୧. A pipe; a tube.
- ୨. ଭାତି —୨. Bellows.
- ୩. (+ଭାବ. ଅନ) ପବନ ଫୁଙ୍କିବା କର୍ମ — ୩. Act of blowing wind.
- ୪. (+କର୍ତ୍ତୃ. ଅନ) ନଳ; କାଣ୍ଡଶର — ୪. A kind of reed.
- ୫. ଯେ କମାରଶାଳାରେ ଭାତି ତାଏ — ୫. One who blows the bellow in a black- smith's forge.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]କ୍ରୁର —Cruel.