Jump to content

ଧମାଧମ୍

ଉଇକିଅଭିଧାନ‌ରୁ

ଧମାଧମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଧମ୍ ଧମ୍ ଶବ୍ଦ କରି — ୧. With thumping sounds.
୨. ଉପର୍ଯ୍ୟୁପରି ଧମ ଧମ ଶବ୍ଦ ପୂର୍ବକ — ୨. Producing repeated thumping sounds.
୩. ଅତି ଶୀଘ୍ର; ଖୁବ୍ କାର୍ଯ୍ୟବ୍ୟସ୍ତତା ସହକାରେ; ତ୍ୱରିତ — ୩. In a hurry; in haste.

(ଯଥା—କାରଖାନାରେ ଦିନ ରାତି କାମ ଧମାଧମ୍ ଚାଲିଛି )

୪. ଖୁବ୍ ଗୋଳମାଳ ସହିତ — ୪. With bustle; with a great noise; with much ado.