Jump to content

ଧମ୍ମିଲ୍ଲ

ଉଇକିଅଭିଧାନ‌ରୁ

ଧମ୍ମିଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧମ୍=ଊର୍ଦ୍ଧ୍ୱ ବା ମୂର୍ଦ୍ଧା+ମିଲ୍ ଧାତୁ= ମିଳିତ ହେବା+ସଂଜ୍ଞାର୍ଥେ ଳ; ଯାହା ମୁଣ୍ଡ ଉପରେ ଏକତ୍ର ମିଳିତ ହୁଏ)

[ସମ୍ପାଦନା]

ମନୋହରରୂପେ ମୁକ୍ତା ଓ ପୁଷ୍ପାଦିଦ୍ୱାରା ଅଳଙ୍କୃତ ଆବଦ୍ଧ କେଶପାଶ; ଜୁଡ଼ା; ଖୋପା; ଖୋସା; ସଂଯତ କେଶକଳାପ; ଫାଶଗଣ୍ଠି — Chignon; the hair of the head tied into a very beautiful knot; coiffure of hair.