ଧରଣ
ଦେଖଣା
- ଧାରଣ
- ଢଙ୍ଗ; ରୀତି; ପଦ୍ଧତି
- ପ୍ରଥା
- ଆକାର; ପ୍ରକୃତି
- ଓଜନ ପରିମାଣବିଶେଷ
- ସୂର୍ଯ୍ୟ
- ହିମାଳୟ ପର୍ବତ
- ସ୍ତନ
- ଅବଲମ୍ବନ
- ସେତୁ; ପୋଲ
- ଧାନ୍ୟ
- ଲୋକ; ସଂସାର
- ନଗବିଶେଷ
- ପ୍ରକୃତି
- ଧାରଣା; ଠିଅ; ଠେକ
- କୌଣସି ବ୍ୟକ୍ତିର ଦୁଆରେ କୌଣସି ବିଷୟପାଇଁ ଜିଦି ଧରି ବସିବା
- ଠାକୁରଙ୍କ ପାଖେ ଅଧ୍ୟା ପଡିବା; ଉପବାସ ରହି ଅନୁସରଣ କରିବାଧରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧୃ ଧାତୁ= ଧାରଣ କରିବା+ ଭାବ. ଅନ)
[ସମ୍ପାଦନା]- ୧. ଧାରଣ —୧. Holding.
ବିମ୍ୱାଧର ଶୁଷ୍କ ଧରଣୁ ଧରଷେ ନାହିଁ ଏହି ଉପଲକ୍ଷ ମିଳେ ଭଞ୍ଜ. ବୈଦେହୀଶବିଳାସ
- ୨. ଢଙ୍ଗ; ରୀତି; ପଦ୍ଧତି — ୨. Manner; style; fashion.
- ୩. ପ୍ରଥା —୩. Custom.
- ୪. ଆକାର; ପ୍ରକୃତି —୪. Shape.
- ୫. ଓଜନ ପରିମାଣବିଶେଷ — ୫. Name of a standard weight.
[ଦ୍ରଷ୍ଟବ୍ୟ —ଏହାକୁ କେହି ୨୪: ରତି, କେହି ୧ ପଳ, କେହି ୧୬: ମଷା, କେହି ୧/୮: ବର୍ଷ, କେହି ୧୬: ନିଷ୍ପାବ କହନ୍ତି ହିନ୍ଦୀ - ଶବ୍ଦସାଗର]
- ୬. ସୂର୍ଯ୍ୟ —୬. The Sun.
- ୭. ହିମାଳୟ ପର୍ବତ —୭. The Himalayas.
- ୮. ସ୍ତନ —୮. Female breast; mamma.
- ୯. ଅବଲମ୍ୱନ —୯. A support; a prop.
- ୧. ସେତୁ; ପୋଲ —୧୦. Bridge; dam.
- ୧୧. ଧାନ୍ୟ —୧୧. Paddy.
- ୧୨. ଲୋକ; ସଂସାର —୧୨. The world.
- ୧୩. ନାଗବିଶେଷ — ୧୩. Name of a mythological serpent.
- ୧୪. ପ୍ରକୃତି —୧୪. Nature.